ତୋ ଲାଗି ଗୋପଦାଣ୍ଡ ମନା

Want create site? Find Free WordPress Themes and plugins.

ତୋ ଲାଗି ଗୋପଦାଣ୍ଡ ମନାରେ କାଳିଆ ସୁନା
ତୋ ଲାଗି ନ ଯିବି ଯମୁନା । ଘୋଷା ।

ନିତି ଏହି ବାଟେ ଯାଉ ରେ କାଳିଆ
ନିତି ଏହି ବାଟେ ଯାଉ
ହଟରେ କଉଡ଼ି ମାଗିଲେ କାଳିଆ
ମୁରଲୀ ବଜାଉ ଥାଉ ରେ ।

ତୁହି ବଡ଼ଘର ପୁଅରେ କାଳିଆ
ମୁହିଁ ବଡ଼ଘର ବୋହୂ
ଶରମ ତୋ ମୁଖେ ନାହିଁ ରେ କାଳିଆ
ମରମ କଥା ତୁ କହୁ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ