ଜମ୍ବୁଫଳ ଶ୍ୟାମଳ ସୁନ୍ଦର

Want create site? Find Free WordPress Themes and plugins.

କାନ୍ତି ।
ଜମ୍ବୁଫଳ ଶ୍ୟାମଳ
ସୁନ୍ଦର ଦୃଷ୍ଟିଦେଲେ
ଫଳ ପାଇ ।

ମାଗୋ ।
ଦେବାଧିଦେବ ଲୋଡ଼ିଲେ
ନ ପାଇ ।

ମାଗୋ ।
ଓଡ଼ିଶା ନାମେ ମଧୁବନ ତୋଟା
ଶ୍ରୀପୁରୁଷୋତ୍ତମ ଅମର ଲତା
ନୀଳଗିରି ନାମେ କଳପ ଗଛି
ପୁଣି ପ୍ରସାଦ ଡାଳେ
ଫଳ ଫଳିଅଛି ।

ମାଗୋ ।
ହ୍ନୁ ଗରୁଡ଼ ଦୁହେଁ ବସିଛନ୍ତି ଟାକି
ପାଚିଲେ ଫଳ ଘେନିଯିବେ ଟିକି
ବଳରାମ ଦାସର କେବଣ ପୁଣ୍ୟ
ପୁଣି ସେ ଫଳ ଭକ୍ଷିଲେ
ଚର୍ମ ଲୋଚନ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ