ଶୋଭାବତୀ

Want create site? Find Free WordPress Themes and plugins.

ବିଷୟବସ୍ତୁ ପ୍ରେମିକ ଦମ୍ପତ୍ତିର ଚରିତ ବର୍ଣ୍ଣନା । ଏହା ନୂଆଗଡ଼ ରାଜା ପୁରୁଷୋତ୍ତମ ମାନ୍ଧାତାଙ୍କ ନାମରେ ଭଣତି ହୋଇଅଛି । ଭଞ୍ଜନଗରର ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ପ୍ରକାଶିତ ହୋଇଥିଲା । କାବ୍ୟରେ ସମୁଦାୟ କେତେ ଛାନ୍ଦ ଅଛି ଜାଣି ହେଉ ନାହିଁ । ପ୍ରକାଶିତ ଦୁଇଟି ଛାନ୍ଦ ମଧ୍ୟରୁ ଗୋଟିଏ ୪୯ ପଦ ଓ ଅନ୍ୟଟି ୨୫ ପଦ ବିଶିଷ୍ଟ । ଏହା ଭଞ୍ଜଙ୍କ ପ୍ରାଥମିକ ସ୍ତରର ରଚନା ବୋଲି ମନେ ହୁଏ ।

ପୂର୍ବେ ଯେ ରାମଚନ୍ଦ୍ରରେ ପୂଜିତ
ଲଡ଼ୁକେଶ୍ୱର ନାମ ଲିଙ୍ଗ ଖ୍ୟାତ
ନବ ଦୁର୍ଗ ପାଳକର କରତା
ପରମ୍ପରା ତାଙ୍କ ଇଷ୍ଟଦେବତା
ତାଙ୍କ ପଦ ଚିନ୍ତି
ଭଣିଲେ ପୁରୁଷୋତ୍ତମ ନୃପତି ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ