ସତ୍ୟ ୟେକା ପଦ୍ମ ପାଦ

Want create site? Find Free WordPress Themes and plugins.

ସତ୍ୟ ୟେକା ପଦ୍ମ ପାଦ
ମିଛ ୟେ ସଂସାର
ଭବନଦୀ କାଳ ୟେତ
ଅତିହିଂ ଅସାର ।

କାମନା କଳ୍ପଣା ୟେ ଯେ
ନୁହଇଂ ସାଧନା
ଗୁରୁ ଚିହ୍ନାଇଲେ ପୂର୍ବେ
ଥିଲା ବାସନା ।

କ୍ଷିତିରେ କ୍ଷିତି ମିଶିବ
ଜଳରେ ଜଳ
ଅନଳ ସଙ୍ଗତେ
ସମ୍ଭାଇବ ଅନଳ ।

ଗବନ ହଜିଲା ଯହିଂ
ସେ ସ୍ଥାନ ଚିହ୍ନ
ସେ ସ୍ଥାନ ଚିହ୍ନିଲେ
ତେ ତେ ଜନମ ନାହିଂ ।
ତୋତେ ମରଣ ନାହିଂ ।
ତୋତେ ତୁ ଚିହ୍ନିଲେ ଥିବୁ
ସହଜେ ରହି ।

ହରିକି ଦେଖିବୁ ତୁ
ବାହାର ଭିତରେ
ଯେଣିକି ଚାହିଂବୁ ସେ ଯେ
ତୋହ ଦୃଷ୍ଟିରେ ।

ସେହି ତୁହି ତୁହି ସେହି
ୟେମନ୍ତ ଜାଣ
ବୋଲନ୍ତି ଭଉଁରୀ ସନ୍ଥ
ପାଦେ ଶରଣ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ