ଭୀମ ଭୋଇ

Want create site? Find Free WordPress Themes and plugins.

କନ୍ଧ ପରିବାରରେ ଜନ୍ମିତ ସନ୍ଥ କବି ଭୀମ ଭୋଇ ମହିମା ଗୋସାଇଁଙ୍କ ମହିମା ଧର୍ମର ମୁଖ୍ୟ ପ୍ରବର୍ତ୍ତକ ଥିଲେ । ସେ ଅନେକ ତତ୍ତ୍ୱମୂଳକ ଚଉପଦୀ, ଭଜନ ଓ ଜଣାଣର ରଚୟିତା । କେତେକଙ୍କ ମତରେ ୟେ ଜନ୍ମରୁ ଅନ୍ଧ ଥିଲେ । ଏହାଙ୍କ ଗୀତଗୁଡ଼ିକରେ ରାଗତାଳର ନିର୍ଦ୍ଦେଶ ନଥିଲେ ସୁଦ୍ଧା ଏଗୁଡ଼ିକ ଆଜିଯାଏଁ ଖାଣ୍ଟି ଓଡ଼ିଆ ଶୈଳୀରେ ବୋଲାହୁଏ । ଗୀତଗୁଡ଼ିକର ଭାଷା ମଧ୍ୟ ବୋଧଗମ୍ୟ କିନ୍ତୁ ଗଭୀର ତତ୍ତ୍ୱକୁ ସରଳ ଭାବରେ ବୁଝାଏ । ସାନ୍ଧ୍ୟଭାଷାର ପ୍ରୟୋଗରେ ଅଚ୍ୟୁତାନନ୍ଦ ପ୍ରଭୃତିଙ୍କ ଶୈଳୀ ସହ ବିଶେଷ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ ।

ଗ୍ରନ୍ଥ



ଗୀତା


ଭଜନ


ଲୋକଗୀତ


Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ