ସଖୀ ବିଜେ କଦମ୍ବମୂଳେ ଗୋ

Want create site? Find Free WordPress Themes and plugins.

ସଖୀ ବିଜେ କଦମ୍ବମୂଳେ ଗୋ
ଏ ନବ ଲାବଣ୍ୟରୂପ । ପଦ ।

ଏକଦିନେ ସଖୀ ମୁଁ ରେ
ଗଲି ଯମୁନାକୁ ନୀରେ
ଗଭା କୁସୁମଫୁଲରେ
ସଖୀ ଚନ୍ଦ୍ରିକା ଚୂଳ ତା ପରେ ।

ଚନ୍ଦନ ବିନ୍ଦୁ କପୋଳେ
ନାସାରେ ମୁକୁତା ଲୁଳେ
ହୃଦରେ ପଙ୍କଜ ମାଳେ
ସଖୀ ଦେଖି ମୋ ପାଦ ନ ଟଳେ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ