ରସତରଙ୍ଗ

Want create site? Find Free WordPress Themes and plugins.

ରାମଚନ୍ଦ୍ରଙ୍କ ଜନ୍ମଠାରୁ ଅଯୋଧ୍ୟାକୁ ଫେରିଆସିବା ପର୍ଯ୍ୟନ୍ତ ଚରିତ ବର୍ଣ୍ଣିତ । କାବ୍ୟଟି ଅବନାରେ ରଚିତ । ଏହାର ଅର୍ଥ ଭଞ୍ଜ ବନାନ ଅର୍ଥାତ୍ ବ୍ୟଞ୍ଜନ ବର୍ଣ୍ଣରେ ଆ, ଇ, ଉ, ଋ, ଏ, ଐ, ଔ ପ୍ରଭୃତି ସ୍ୱରବର୍ଣ୍ଣ ଯୁକ୍ତ ହୋଇଥିବା ଶବ୍ଦ ପାଦର ଆରମ୍ଭରେ ପ୍ରୟୋଗ କରି ନାହାନ୍ତି ।

ଏ ସମୟ ଝର ଝର
ବରଷଣ ତର ତର
ପ୍ରବଳ ପ୍ରକଟ ଘଟ ଘଟ ଶବଦ ।
ଯୁବଗଣ ଭକ ଭକ
ସମଦ ରବକ ବକ
ଖର ଖର ଅନ୍ତକର ପ୍ରଳୟ ପ୍ରଦ ।
ଲକ୍ଷଣ ରଚଇ ଯତନ ।
ଉପଇନ୍ଦ୍ର ଭଞ୍ଜର ଏ ରସ ରତନ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ