ରାମକୃଷ୍ଣ

Want create site? Find Free WordPress Themes and plugins.

ପ୍ରାଚୀନ ଚଉପଦୀ ରଚୟିତାଙ୍କ ମଧ୍ୟରୁ କବିଚନ୍ଦ୍ର ରାମକୃଷ୍ଣ ସୁବିଖ୍ୟାତ । ଏହାଙ୍କ କବିତ୍ୱ ଅତି ଉଚ୍ଚକୋଟିର । କବିଙ୍କ ଜୀବନ ବିଷୟରେ କୌଣସି ନିର୍ଭର ଯୋଗ୍ୟ ସଠିକ ବିବରଣୀ ମିଳୁନାହିଁ । ଏହାଙ୍କ ସମୟ ଅଷ୍ଟାଦଶ ଶତାବ୍ଦୀ ବୋଲି କବିଙ୍କ ଭାଷା, ଭାବ ଓ ବର୍ଣ୍ଣନାରୁ ଅନୁମିତ ହୁଏ । ସେ ବୈଷ୍ଣବ ନଥିଲେ । କବିଙ୍କ ରଚନାଗୁଡ଼ିକ ଅତ୍ୟନ୍ତ ଲୋକପ୍ରିୟ ।

(ସାଇଟରେ ଉପଲବ୍ଧ ନ ଥିବା ରଚନାଗୁଡ଼ିକ ବାଇଗଣି ରଙ୍ଗରେ ଦିଆଯାଇଛି)

ଚଉପଦୀ


Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ