ରାମ କାରୁଣ୍ୟ ଚଉତିଶା

Want create site? Find Free WordPress Themes and plugins.

ଖେଳୁ ହସ୍ତୁ ଜାନକୀ
ଦେଖିଲେ ମାୟାମୃଗ ।
ଖଣ୍ଡିଲା ବିଧାତା ମୋତେ
କଲା ଏତେ ଯୋଗ ।
ଖଟି ଥିଲୁ ଭାଇ ଏକା ।
ଖୋଇ ଦେଉ କନ୍ଦମୂଳ
କେ ହୋଇବ ଶାଖା ।

ଛାଡ଼ିଲୁ ତୁ ମାୟା ମୋହ
ଅଇଲୁ ଗୋଡ଼ାଇ ।
ଛାଡ଼ିଲୁ ସଂଗ୍ରାମେ ପ୍ରାଣ
ତୋର ପ୍ରାୟେ ଭାଇ ।
ଛତ୍ରୀ ରବିତଳେ ନାହିଂ ।
ଛଣେ ନ ରହିଲୁ ଭାଇ
ଧନୁରେ ଗୁଣ ଦେଇ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ