ରଘୁ ଅରକ୍ଷିତ

Want create site? Find Free WordPress Themes and plugins.

ମେଦିନୀପୁର ଅଞ୍ଚଳର ହରିପୁର ଗ୍ରାମର ଜମିଦାର କୃଷ୍ଣ ମହାପାତ୍ରଙ୍କ ପୁତ୍ର । ପିତାମାତାଙ୍କର ମୃତ୍ୟୁ ପରେ ଆର୍ଥିକ ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିବାରୁ ସେ ଶ୍ରୀକ୍ଷେତ୍ରକୁ ଆସି ଭିକ୍ଷାନ୍ନରେ ବଞ୍ଚିଥିଲେ । ଜଗନ୍ନାଥଙ୍କ ଭକ୍ତ ରଘୁ ଅରକ୍ଷିତଙ୍କ ଖବର ଗଜପତି ପ୍ରତାପରୁଦ୍ରଙ୍କ ଗୋଚର ହେବାରୁ ସେ ‘ରଘୁନାଥ ଅର୍ଖିତ ଭଉଁରୀ ଗୋସାଇଁ’ ସେବା ପାଇଥିଲେ ।

ଭଜନ


Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ