ରାଗ ଧନାଶ୍ରୀ

Want create site? Find Free WordPress Themes and plugins.

ଧ୍ୟାନ

ଦୁର୍ବାଦଳଶ୍ୟାମତନୁର୍ମନୋଜ୍ଞା
କାନ୍ତଂ ଲିଖନ୍ତୀ ଫଳକେ ବିଦଗ୍ଧା ।
ବାଳା ଗଳଲ୍ଲୋଚମ୍ବାରିବିନ୍ଦୁ
ନିଃସ୍ୟନ୍ଦଧୌତସ୍ତନଭୃଦ୍ଧନାସୀ ।

ସା ଗା ମା ପା ନି ର୍ସା ।
ର୍ସା ନି ଧା ପା ଗା ମା ପା ଗା ମା ଗା ରେ ସା ।

ତୀବ୍ର ମଧ୍ୟମ ସ୍ୱରର ସ୍ୱଳ୍ପ ପ୍ରୟୋଗ ରାଗର ମଞ୍ଜୁଳତା ବୃଦ୍ଧି କରାଏ ବୋଲି ଶାସ୍ତ୍ରାନୁସାରେ ଗୃହୀତ ।
ନିଷାଦର କମ୍ପନରେ ରାଗ ମନୋହର ହୁଏ ।

[table “” not found /]

ଏହି ରାଗରେ ଥିବା ସମସ୍ତ ଗୀତ ଦେଖିବେ ।
ଦେଖନ୍ତୁ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ