ନୃସିଂହ ପଟ୍ଟନାୟକ

Want create site? Find Free WordPress Themes and plugins.

ପ୍ରାଚୀନ ଚଉପଦୀ ରଚୟିତାଙ୍କ ମଧ୍ୟରେ ଜଣେ ବିଶିଷ୍ଟ କବି । ଗୋବିନ୍ଦ ରଥ ସର୍ବପ୍ରଥମରେ ଏହାଙ୍କ ୩୪ଟି ଗୀତ ‘ଚୌପଦୀ ଚନ୍ଦ୍ରୋଦୟ’ରେ ମୁଦ୍ରଣ କରାଇଥିଲେ । ଏହାଙ୍କର ବହୁ ରଚନା ଏଯାଏଁ ଲୋକ ଲୋଚନକୁ ଆସିପାରିନାହିଁ । ତାହାଙ୍କ ରଚନାରେ ଯାବନିକ ଶବ୍ଦର ପ୍ରୟୋଗ ନ ଥିବାରୁ ସେ ସପ୍ତଦଶ ଶତାବ୍ଦୀର ବ୍ୟକ୍ତି ବୋଲି ଅନୁମେୟ । ସଂଗୃହୀତ ଚଉପଦୀଗୁଡ଼ିକ ସ୍ୱକୀୟା ନାୟିକାର ପ୍ରୀତି ମୂଳକ ।

(ସାଇଟରେ ଉପଲବ୍ଧ ନ ଥିବା ରଚନାଗୁଡ଼ିକ ବାଇଗଣି ରଙ୍ଗରେ ଦିଆଯାଇଛି)

ଚଉପଦୀ

(ଏହି ୩୪ଟି ଗୀତ ‘କ’ରୁ ‘କ୍ଷ’ ଯାଏଁ ବ୍ୟଞ୍ଜନ ବର୍ଣ୍ଣ କ୍ରମରେ ଲିଖିତ ହୋଇଥିବାରୁ କେତେଜଣ ଏହାକୁ ‘ଚମ୍ପୂ’ କହିଥାନ୍ତି ।)

କେଳି ଲାଳସୀ କୁଟିଳକେଶୀ ଖଞ୍ଜନ ଗଞ୍ଜନ ରଞ୍ଜନ ଡୋଳା ଗୁଣମଣିରେ ଗଲାଟି ଜୀବ ମୋହର ଘନଜଘନୀ ଘେନାଘେନି ସିନ୍ଧୁରେ ନିରନ୍ତରେ ଏହି ଚିନ୍ତା ଚିତୋଇ ଭାବ ଚତୁରୀମଣି ଛାଡ଼ି ତୋତେ ଯାହା ଯେଉଁ ଦିନ ତୋତେ ଜାନୁରେ ବସାଇ ଝର ଝର ବରଷାର ବେଳେ ଅତନୁ କେଳିରେ ଦିନେ ଟଙ୍କଧର ଅର୍ଦ୍ଧଶରୀର ଉମା ଠଣ ସୁନ୍ଦରି ତୋ ଠାରି ଡୋଳା ପିତୁଳା ମୋରରେ ଢାଳେ ହେଁ ନିୟତ ହୋଇଲା ନବ ନବ ରସ ଆଚରୁ ଯେତେ ତରୁଣୀ ରତନ ରତେ ଥରେ ଥରେ ମୋ ଧନ ଦିନେ ଯେ ବନ୍ଧୁ ମୁଁ ତୋତେ ଦେଖି ଧରଣୀ ମଣ୍ଡନୀ ଧଇର୍ଯ୍ୟନିଧି ନବୀନ କିଶୋରୀ ଗୋରୀ ପ୍ରାଣଧନ ପରଭୃତ ଫୁଟୁଛି ହୃଦୟ ଫଳ ହେଲା ବଲ୍ଲଭୀ ରତନ ମୋର ଗୋ ବସନ୍ତ ଋତୁରେ ଦିନେ ଭାବିନୀ ତୁ ବିପରୀତ ମୁଖେ ମୁଖ ଦେଇ ମୋତେ ଯଦି ମୁଁ ମାଗଇ ସୁରତି ରାମା ତୋ ବଦନ ଦେଖି ଲହୁଲି ବୟସୀ ଚାରୁକେଶୀ ଶଶୀକି ଅନାଇଁ ଦିନେରେ ଷଟପଦ ମନ ଯେହ୍ନେ ସମ୍ପୂର୍ଣ୍ଣ ସୁଧାକର ବଦନା ହରିଣନୟନୀ ହର କ୍ଷିତିମଣ୍ଡନା ମହିଳାମଣି

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ