ନିଶ୍ଚଳ ହୋଇଣ ନାମ

Want create site? Find Free WordPress Themes and plugins.

ନିଶ୍ଚଳ ହୋଇଣ ନାମ
ଚରଣୁ ଗଳୁଛି ।
ଦେଖି ଶୁଣି ନାନା ବାସ
ନାହିଁ ନା ଘେନୁଛି ।

ଦୁଃଖ ସୁଖ ଆବୋରିଛି
ଖେଡ଼ ଘର ପାଇଂ ।
ୟେକା ଗୋଟା ସର୍ବଭୂତେ
ଅଛି ନାମ ବହି ।

ଅଛିଦ୍ରେ ପୁରିଛି ନାମ
କୀଟୁ ବ୍ରହ୍ମ ଯାୟେ ।
ତିଳେ ତୈଳେ ଯେ ଘୃତ
ଫୁଲ ବାସ ପ୍ରାୟେ ।

ସଦଗୁରୁ ସେବି ଥିଲେ
ୟେଥି ଭାବ ଜାଣି ।
ଭଉଂରୀ ବୋଲନ୍ତି ସନ୍ଥ
ବୁଝ ପରମାଣି ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ