ନାରଦ ପୁରାଣ

Want create site? Find Free WordPress Themes and plugins.

ଓଡ଼ିଶା ରାଜ୍ୟ ସଙ୍ଗ୍ରହାଳୟରେ ଏହାର ପୋଥି ରହିଛି ।

ନମଃ ସରସ୍ୱତୀ ଶ୍ରୀହରି ବଲ୍ଲଭା ବନ୍ଦୁଛି ତୋ ପଦ ମୁହିଁ
ମୋ କଣ୍ଠେ ବିଜୟ କର ଆଦିମାୟେ କବିତ୍ୱରେ ପ୍ରୀତି ହୋଇ ।

ସେ ଆଜ୍ଞା ଦେବାରୁ କବିତ୍ୱ ମୁଁ କଲି ବ୍ରହ୍ମବଇବର୍ତ୍ତ ୟେହି
ୟେ ପୁରାଣ ଫେଡ଼ି ବଖାଣ କରୁଛି ନାରଦ ସମ୍ବାଦ ହୋଇ ।
ସରସ୍ୱତୀଙ୍କର ବନ୍ଦନା ସମ୍ପୂର୍ଣ୍ଣ ହରିବୋଲ ସଭାଜନ
ଉପଇନ୍ଦ୍ର ଭଞ୍ଜ ସରସ୍ୱତୀ ପାଦେ କାକୁସ୍ତେ ହେଲେ ନିମଗ୍ନ ।

ଆଦି ଅନ୍ତ କରି ରାଢ଼ିଙ୍କ ଜନମ କହିଲି ତୋତେ ବୁଝାଇ
ହାଡ଼ି ଝିଅଠାରୁ ରାଢ଼ିଜନ୍ମ ହେଲେ ସଭାକୁ ଅଯୋଗ୍ୟ ସେହି ।
କହେ ଉପଇନ୍ଦ୍ର ନୃପକୁଳ ଚନ୍ଦ୍ର ନିଆରିଙ୍କ ଜନ୍ମ ୟେହି
ବତିଶ ପଦେ ଯେ ଛାନ୍ଦ ପୂର୍ଣ୍ଣ ହେଲା ଶୁଣ ହେ ସଙ୍ଗାତ ଭାଇ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ