ନନ୍ଦିଘୋଷ ଚପଟ

Want create site? Find Free WordPress Themes and plugins.

ଶ୍ରୀନନ୍ଦିଘୋଷେ ବିଜେ
ଜଗତ ସ୍ୱାମୀ ସେ ଯେ
ତବ ପଦ ପଙ୍କଜେ
ମମ ପ୍ରଣିତେ ।

ରଥ ଗତି ଧଡ଼ ଧଡ଼
ଗଡ଼ ଗଡ଼ ଗଡ଼ ଗଡ଼
ଘୁ ଘୁ ରଥ ଗଡ଼ି
ରଟ ରଟ ପଟ ମହୀତେ ।

ଘୁ ଘୁ ଗରଜନ
ତଂ ତଂ ତରଜନ
ଧରଣୀ ଧରାଧର
ଧର ଧରତେ ।

କସତକ ମଠଚକ
ମସ୍କତ ମସ୍କତ
ଧସ୍କତ ଧସ୍କତ
ଜଗତନାଥ ରଥେ
ମମ ପ୍ରଣିତେ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ