ମୋ ଧନରେ ମାନ ତୁ ମନରୁ

Want create site? Find Free WordPress Themes and plugins.

ମୋ ଧନରେ ମାନ ତୁ ମନରୁ
ବରଜ ବରଜ ବରଜ । ଘୋଷା ।

କାହିଁକି ମଥା ପୋତି
ବସିଛୁ କୁନ୍ଦଦନ୍ତୀ
ଧରା ଚିରୁ ତୁ
କରଜ କରଜ କରଜ । ୧ ।

ଦୁଃଖୀ ଜନର ପାଇଁ
ଶୁଖିଯାଇଛି କାହିଁ
ଘୋର ବଦନ
ସରୋଜ ସରୋଜ ସରୋଜ । ୨ ।

କାମ ସିନ୍ଧୁକୁ ଏକା
ତୁହି ନବ ନାବିକା
ପାରିକର ତୁ
ଗରଜ ଗରଜ ଗରଜ । ୩ ।

ଆଉ ନ କର ଛନ୍ଦ
ଭୁଜେ ବାନ୍ଧିଦେ ଦଣ୍ଡ
ଘେନ ଆଜ ମୋ
ଅରଜ ଅରଜ ଅରଜ । ୪ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ