କୁନ୍ଦଫୁଲ ଚଉତିଶା

Want create site? Find Free WordPress Themes and plugins.

ଝାଡ଼ି ବିନୋଦିଆ ନାମ ତାର ।
ଝାଡ଼େ କରିଥିଲି ଖେଳଘର ।
ଝୁଲୁ ହେଉଥିଲେ ଶିଆଳୀ ଲତାରେ
ଶବର ମାଇଲା ତାଙ୍କୁ ଶର ।
ମୋ କୁନ୍ଦଫୁଲ ।

କ୍ଷଣେ ଦଣ୍ଡେ କରି ନାମ ଧର ।
ଛ ଛନ୍ଦେ ସଂସାରୁ ହୁଅ ପାର ।
ଛାର ଭଗବାନ ଦାସ ଯେ କହଇ
କ୍ଷଣେ ଶରଣ କୃଷ୍ଣପାଦର ।
ମୋ କୁନ୍ଦଫୁଲ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ