କୋକିଳ ବଚନା କି ତୋ ବିନାରେ

Want create site? Find Free WordPress Themes and plugins.

କୋକିଳ ବଚନା
କି ତୋ ବିନାରେ ।
ବଞ୍ଚିବି ନବୀନାରେ । ୦ ।

ଖଞ୍ଜନ ନୟନା ଆରେ
ଖଟିଅଛି ମୁଁ ତୋରେ
ଖସାଇ ନ ଦିଅ ଅଙ୍କୁ
ସୁକୁନ୍ଦ ଦଶନାରେ । ୧ ।

ଗଜ ଗମନା ହସି
ଗତିକର ସୁକେଶୀ
ଗରବ ନକର ଚିତ୍ତେ
ମୋ ସୁଖ ସଦନାରେ । ୨ ।

ଚମକୁ କିଂପା ଡରେ
ଚମ୍ପା ବରନା ମୋରେ
ଚାହାଁ ସୋମନାଥ ଭାଷେ
କାହିଁକି ବିମନାରେ । ୫ ।


କବି ବର୍ଣ୍ଣମାଳା କ୍ରମରେ ‘କ’ରୁ ‘ଚ’ ଯାଏଁ ଏହି ଚଉପଦୀଟି ରଚନା କରିଛନ୍ତି ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ