କଳକଣ୍ଠ ଚଉତିଶା

Want create site? Find Free WordPress Themes and plugins.

ଚନ୍ଦ୍ରଶେଖର ରିପୁ
ବହୁତ ଶ୍ରମ କରି
ବିଷ ପୀୟୂଷ ଏକ କଲା ।
ଚତୁରୀ ମଣି ଚନ୍ଦ୍ର
-ମୁଖୀ ଚମ୍ପକଗୋରୀ
ନୟନ ଅନ୍ତରେ ଥୋଇଲେ ରେ ।
କଳକଣ୍ଠ ।
ଚତୁରୀ ୟେଡ଼େରେ ସୁକେଶୀ ।
ଚୋରା ଚାହାଣି ସଙ୍ଗେ ହସି ।
ଚାହୁଂ ଚାହୁଂ ଚିତ୍ତକୁ
ମୀନ କରି ଲଗାଇ
ଚଞ୍ଚଳ ନୟନ ବଡ଼ଶୀରେ ।

Did you find apk for android? You can find new Free Android Games and apps.