ଝୁଲିବେ ଗୋ ଆଜ କୁଞ୍ଜେ ବରଜରାଜ

Want create site? Find Free WordPress Themes and plugins.

ଝୁଲିବେ ଗୋ ଆଜ କୁଞ୍ଜେ ବରଜରାଜ
ଭୁଲି ନ ଯିବ କେ ଚାହିଁ ଗୋ । ଘୋଷା ।

ଶୁକ ସାରୀ କପୋତ ମୟୂର ପାରାରତ
ରଟିବେ ଚିତ୍ତ ରସାଇ ଗୋ
କେ ଦେଇ ହୁଳହୁଳି ବ୍ରଜବାଳିକା ଦୋଳି
ଦେଉଥିବେ ଦୋହଲାଇ ଗୋ ।


ଏହି ଗୀତଟି ଶ୍ରୀମନ୍ଦିରର ପାରମ୍ପରିକ ଗୀତଗୁଡ଼ିକ ମଧ୍ୟରୁ ଅନ୍ୟତମ । ଗୀତରୁ ସହଜ ଅନୁମେୟ ଯେ ଏହା ଝୁଲଣ ଯାତ କାଳରେ ବୋଲାଯାଏ । ଗୀତଟିରେ ଭଣିତା ପଦ ନ ଥିବାରୁ ମୂଳ କବିଙ୍କ ନାମ ଗୋଚର ହେଉନାହିଁ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ