ଯଦୁମଣି ମହାପାତ୍ର

Want create site? Find Free WordPress Themes and plugins.

ଉତ୍କଳ ଘଣ୍ଟ ଭାବେ ପରିଚିତ । ଗଞ୍ଜାମ ଆଠଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ । ନୟାଗଡ଼ ରାଜାଙ୍କ ପୃଷ୍ଠପୋଷକତା ଲାଭ କରି ସେ ଇଟାମାଟିରେ ଶେଷଜୀବନ ଅତିବାହିତ କରିଥିଲେ । କବି ଚାତୁର୍ଯ୍ୟ ଓ ବିଦ୍ୱତ୍ତା ବଳରେ ତତକ୍ଷଣାତ କବିତା ରଚନା କରିବାରେ ସମର୍ଥ ଥିଲେ । ତାଙ୍କ ବିଷୟରେ ହାସ୍ୟରସାତ୍ମକ କିମ୍ବଦନ୍ତୀ ଯଦୁମଣି ରହସ୍ୟ ନାମରେ ଓଡ଼ିଶାର ପୁରପଲ୍ଲୀରେ ପରିଚିତ ।

କାବ୍ୟ


ଜଣାଣ


Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ