ହରିଦାସ (ବର୍ଣ୍ଣଶିକ୍ଷା) ଚଉତିଶା

Want create site? Find Free WordPress Themes and plugins.

କ-କ କାଳିନ୍ଦୀ ତୀରେ
ଖ-ଖ ଖେଳନ୍ତି ଧୀରେ ।
ଛ-ଛ ଛଇଳ କାନୁ
ଜ-ଜ ଜଗଜୀବନୁ ।
ହ-ହ ହରିଦାସିଆ
କ୍ଷ-କ୍ଷ କ୍ଷମାକାରିଆ ।


ହରିଦାସ ଚଉତିଶା ଅତି ପ୍ରାଚୀନ ରଚନା ଅଟେ । ବର୍ଣ୍ଣଶିକ୍ଷା ବେଳେ ପିଲାମାନେ ଏହାକୁ କଣ୍ଠସ୍ଥ କରୁଥିଲେ ।
ଏହି ଚଉତିଶାର ଛନ୍ଦକୁ ହରିଦାସ ଚଉତିଶା ଛନ୍ଦ, କ-କ ଚଉତିଶା ଛନ୍ଦ ବା କ-କ ଦୋହା ଛନ୍ଦ କୁହାଯାଏ । ଖ୍ରୀଷ୍ଟୀୟ ୭ମ ଶତାବଦୀରେ ମହାସିଦ୍ଧ ସରହପାଦ କ-କ ଦୋହା ଲେଖିଥିଲେ । ଏଥିରେ ୨ୟ ଓ ଶେଷ ଅକ୍ଷର ଉପରେ ଯତି ପଡ଼େ ଓ ଦୁଇ ପାଦରେ ଗୋଟିଏ ପଦ ହୁଏ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ