ଗୁଣସାଗର

Want create site? Find Free WordPress Themes and plugins.

କୃଷ୍ଣଙ୍କ ମହିମା ବଖାଣିବା ଗ୍ରନ୍ଥଟିର ମୁଖ୍ୟ ଲକ୍ଷ୍ୟ । ସରଳ ଭାଷା ଓ ପ୍ରାଣସ୍ପର୍ଶୀ ଭାବବିନ୍ୟାସ ଯୋଗୁଁ ଗୁଣସାଗର ଓଡ଼ିଶାରେ ବିଶେଷ ଖ୍ୟାତି ଲାଭ କରିଥିଲା । ପରବର୍ତ୍ତୀ କବି ମାନେ ‘ଗୁଣସାଗର ବୃତ୍ତେ’ ବୋଲି ନିର୍ଦ୍ଦେଶ କରିଥିବା ଅନେକ ଉଦାହରଣରୁ ଏହି ଗ୍ରନ୍ଥର ପ୍ରସିଦ୍ଧି ବାରିହେବ ।

ପ୍ରଥମ ବୋଲି ମୋର ସାର
ନାମ ତାର ଗୁଣସାଗର ।
ଅତି ଗୁଣରେ ଗୁଣମଣି
ସୁଜନେ ଶାନ୍ତିପାଅ ଶୁଣି ।
ଆଠଶ ଚଉଦ ଯେ ପଦ
ଭକତି ଜ୍ଞାନ ଭାବବୋଧ ।
ଅତି ଦୁର୍ଲ୍ଲଭ ଏହି ଗ୍ରନ୍ଥ
ପାପୀମାନଙ୍କ ପୁଣ୍ୟପଥ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ