ଗୋବିନ୍ଦ

Want create site? Find Free WordPress Themes and plugins.

କବିଙ୍କ ଜୀବନ ଓ ସମୟ ସମ୍ପର୍କରେ କୌଣସି ତଥ୍ୟ ଜଣାପଡ଼ିନାହିଁ । ଗୋବିନ୍ଦଙ୍କ ରଚନାଗୁଡ଼ିକ ମୁଖ୍ୟତଃ ରାଧାକୃଷ୍ଣଙ୍କ ଲୀଳା ସମ୍ବଳିତ ଚଉପଦୀ । ଏହା ଛଡ଼ା ସେ ଏକ ଚମ୍ପୂ ଗ୍ରନ୍ଥ ରଚନା କରିଥିବା ପରି ବୋଧ ହୁଏ । ଏହାର ପ୍ରଥମ ଚାରିଗୋଟି ଗୀତ ମିଳିଅଛି କିନ୍ତୁ ଅନ୍ୟ ଗୀତଗୁଡ଼ିକ ଏଯାଏଁ ଲୋକଲୋଚନକୁ ଆସିପାରି ନାହିଁ ।

ଚଉପଦୀ


Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ