ଗୌରହରି ପରିଚ୍ଛା

Want create site? Find Free WordPress Themes and plugins.

କବି ଗୌରହରି ଗଞ୍ଜାମ ଜିଲ୍ଲା ପାରଳାଖେମୁଣ୍ଡିର ଅଧିବାସୀ । ସେ ଶୁଦ୍ଧାଭକ୍ତିମାର୍ଗୀ ବୈଷ୍ଣବ ଓ ଶ୍ରୀଚୈତନ୍ୟଙ୍କ ମାର୍ଗର ସେବକ । ରାଧାକୃଷ୍ଣଙ୍କ ଲୀଳା ସମ୍ବଳିତ ଅନେକ ଚଉପଦୀ ରଚନା କରିଛନ୍ତି । ଏହାଙ୍କ ରଚନା ଦକ୍ଷିଣ ଓଡ଼ିଶାରେ ବହୁ ପ୍ରଚଳିତ । ଏହା ଛଡ଼ା ଅଷ୍ଟକାଳ ସେବା, ବସ୍ତ୍ରାପହରଣ ଓ ଗୀତଗୋବିନ୍ଦର ଅନୁବାଦ ଗ୍ରନ୍ଥଗୁଡ଼ିକ ଲେଖିଛନ୍ତି ।

କାବ୍ୟ


କୃଷ୍ଣଲୀଳା


ଚଉପଦୀ


ଜଣାଣ


Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ