ପଦ୍ମନାଭ ନାରାୟଣ ଦେବ

Want create site? Find Free WordPress Themes and plugins.

ଗଜପତି ପଦ୍ମନାଭ ନାରାୟଣ ଦେବ (୧୮୭୨-୧୯୦୪) ପାରଳାଖେମୁଣ୍ଡିର ପୂର୍ବତନ ମହାରାଜା ଥିଲେ । ସମ୍ବନ୍ଧରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ମାମୁଁ ଥିଲେ । ସେ ଜଣେ ସିଦ୍ଧହସ୍ତ ନାଟ୍ୟକାର ହେବା ସଙ୍ଗେ ସଙ୍ଗେ ଅନେକ ଚଉପଦୀ ଓ ଜଣାଣ ମଧ୍ୟ ରଚନା କରିଥିଲେ । ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ତେଲୁଗୁ ଏହି ଚାରୋଟି ଭାଷାରେ ପାରଙ୍ଗମ ଥିଲେ । ଗୀତ ସ୍ତବକ, ରାଧାଗୋବିନ୍ଦ ଜଣାଣ ନାମକ ଗ୍ରନ୍ଥଗୁଡ଼ିକର ଲେଖକ । ତାଙ୍କରି ଯୋଗୁଁ ପାରଳାର ଗଜପତି ପ୍ରେସ ଓ ପଦ୍ମନାଭ ରଙ୍ଗାଳୟ (ପରେ ଗୌରଚନ୍ଦ୍ରଙ୍କ ଦେବଙ୍କ ଦ୍ୱାରା ପଦ୍ମନାଭଙ୍କ ସ୍ମୃତିରେ) ସ୍ଥାପିତ ହୋଇଥିଲା ।

କେତେକ ଗୀତରେ ସେ ନିଜକୁ ‘ଦ୍ୱିଜ ପଦ୍ମନାଭ’ ଭାବେ ଭଣିତାରେ ଲେଖିଛନ୍ତି । ରାଜବଂଶରେ ଜନ୍ମ ହୋଇଥିବାରୁ କ୍ଷତ୍ରିୟକୁଳ ଅର୍ଥରେ ଏହାର ବ୍ୟବହାର ଅସମୀଚୀନ ନୁହେଁ ।

ଚଉପଦୀ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ