ସାନନ୍ଦ ଦ୍ୱିଜ

ତାଙ୍କ ସମ୍ପର୍କରେ ବିଶେଷ ସୂଚନା ମିଳେ ନାହିଁ । ଭଜନ ସମ୍ରାଟ ଭିକାରୀ ବଳଙ୍କ କଣ୍ଠରେ ଏହାଙ୍କ ଲିଖିତ ପୁରାତନ ଭଜନ ବହୁ ପ୍ରସିଦ୍ଧ ହୋଇପାରିଥିଲା । …

ରସାନନ୍ଦ ନବଘନ ଚାନ୍ଦ

ଜଗନ୍ନାଥଙ୍କ ଭକ୍ତ ହେଲେ ବି କବି ଶୂନ୍ୟବାଦୀ । ତାଙ୍କ ସମ୍ପର୍କରେ ବିଶେଷ ସୂଚନା ମିଳେ ନାହିଁ । ଗ୍ରନ୍ଥ

ରଘୁ ଅରକ୍ଷିତ

ମେଦିନୀପୁର ଅଞ୍ଚଳର ହରିପୁର ଗ୍ରାମର ଜମିଦାର କୃଷ୍ଣ ମହାପାତ୍ରଙ୍କ ପୁତ୍ର । ପିତାମାତାଙ୍କର ମୃତ୍ୟୁ ପରେ ଆର୍ଥିକ ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିବାରୁ ସେ ଶ୍ରୀକ୍ଷେତ୍ରକୁ …

ରଘୁନାଥ ଦ୍ୱିଜ

ପଣ୍ଡିତ ନୀଳମଣି ମିଶ୍ରଙ୍କ ମତରେ କବି ଅଷ୍ଟାଦଶ ଶତାବ୍ଦୀର ଲୋକ । ମୁକ୍ତି ମଣ୍ଡପରେ ଏହାଙ୍କର ପୁରାଣ ପଣ୍ଡାର ଅଧିକାର ଥିଲା । ରଘୁନାଥ ଦାସ ଏହି …

ଯଦୁମଣି ମହାପାତ୍ର

ଉତ୍କଳ ଘଣ୍ଟ ଭାବେ ପରିଚିତ । ଗଞ୍ଜାମ ଆଠଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ । ନୟାଗଡ଼ ରାଜାଙ୍କ ପୃଷ୍ଠପୋଷକତା ଲାଭ କରି ସେ ଇଟାମାଟିରେ ଶେଷଜୀବନ ଅତିବାହିତ କରିଥିଲେ …

ଭିକାରୀ

କବିଙ୍କ ପରିଚୟ ସମ୍ପର୍କରେ ବିଶେଷ ବିବରଣୀ ଅପ୍ରାପ୍ତ । ଜଗନ୍ନାଥଙ୍କ ଭଜନ ଓ ଶୂନ୍ୟ ଦର୍ଶନ ସମ୍ପର୍କରେ କବିଙ୍କର ରଚନା କେତୋଟି ମିଳିଅଛି । ଜ୍ଞାନମିଶ୍ରା ପ୍ରେମ …

ଭାଗୀରଥି ଦେବ

କବିଙ୍କୁ ପଣ୍ଡିତ ନୀଳମଣି ମିଶ୍ର ଅଷ୍ଟାଦଶ ଶତାବ୍ଦୀର ବ୍ୟକ୍ତି ଭାବେ ଚିହ୍ନିତ କରିଛନ୍ତି । ସେ ପୁଣି ସୂଚାଇଛନ୍ତି ଯେ କବି ଭାଗୀରଥି ଦେବ ଗଜପତି ରାମଚନ୍ଦ୍ର …

ଭରତ ଦାସ

ଦୁଇଟି ପଦାବଳୀ ବ୍ୟତୀତ କବିଙ୍କ ଅନ୍ୟ ଲେଖାର ବିଶେଷ ସନ୍ଧାନ ପ୍ରାପ୍ତ ହୋଇ ନାହିଁ । ସେ ଶ୍ରୀଚୈତନ୍ୟଙ୍କ ପ୍ରଚାରିତ ବୈଷ୍ଣବ ଧର୍ମଦର୍ଶନର ଆନୁଗତ୍ୟରେ ଜୀବନ ନିର୍ବାହ …

ଭକ୍ତଚରଣ ଦାସ

ଖୋରଧା ସାନପଦର କବିଙ୍କ ଜନ୍ମସ୍ଥାନ । ସେ ଏକ ସିଦ୍ଧପୁରୁଷ ଥିଲେ । ଚଉତିଶା କାବ୍ୟ