ବ୍ରଜନାଥ ବଡ଼ଜେନା

Want create site? Find Free WordPress Themes and plugins.

ବଡ଼ଜେନା ପଦ ରାଜଦତ୍ତ । ଢେଙ୍କାନାଳ ନିକଟସ୍ଥ କାବେରା ଗ୍ରାମରେ କବି ଜନ୍ମିତ । ପୂର୍ବପୁରୁଷ ପୁରୀରେ ଅବସ୍ଥାନ କରୁଥିଲେ । ସଂସ୍କୃତ, ଓଡ଼ିଆ, ମରାଠି, ହିନ୍ଦୀ, ବଙ୍ଗଳା ତେଲୁଗୁ ଆଦି ସାତଗୋଟି ଭାଷାରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ ।

ରଚନାବଳୀ


Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ