ଭୂତକେଳି

Want create site? Find Free WordPress Themes and plugins.

କୃଷ୍ଣଲୀଳାରୁ ଗୋଟିଏ ପ୍ରସଙ୍ଗ ଉପରେ ଆଧାରିତ । କୃଷ୍ଣ ତ୍ରିପଣ୍ଡ କାଳିଆ ଭୂତ ହୋଇ ଗୋପୀମଣ୍ଡଳରେ ଚହଳ ସୃଷ୍ଟି କରନ୍ତି । ରାଧାଙ୍କ ସଙ୍ଗେ ରମଣ କରିବା ପରେ ଚନ୍ଦ୍ରସେଣା ଆଦି ଗୋପାଳଙ୍କୁ ଭୂତ ସାଜି ଅମୃତ ମଣୋହି ଦିବ୍ୟ ପିଠାଦି ମାଗିଥାନ୍ତି । ଏସବୁ ଗ୍ରହଣ କରି ଭୂତଲୀଳା ସମାପ୍ତ କରନ୍ତି । କବିତାଟି ହାସ୍ୟରସାତ୍ମକ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ