ଭଲା ସୋଭା ନନ୍ଦିଘୋସ

Want create site? Find Free WordPress Themes and plugins.

ଭଲା ସୋଭା ନନ୍ଦିଘୋସ ।
ଦୂରକୁ ଦିସଈ କେଡ଼େ ଶୁବେସ । ଘୋଷା ।

ଶ୍ରୀନିଳକନ୍ଦରେ ବିଯେ କରିଛନ୍ତି
ଅଖିଳର ମଣି ଯଗୁନିବାସ ।
ଗଋଡ ପଛରେ ବ୍ରହ୍ମା ତୁସ୍ତିକରେ
ଛତୀସ ନିଯୋଗି କରନ୍ତି ବେସ । ୧ ।

କୋଳେ ପ୍ରେମେ ଲକ୍ଷ୍ମିଂ ଯାନୁପରେ ବସି
ଶ୍ରୀମୁଖ ଚାହିଂ ମୃଦୁ ମୃଦୁ ହାସ୍ୟ ।
ବଋଣ ଛତ୍ର ପାଦପଦ୍ମେଂ ଯୋଗାନ୍ତେ
ନିଧି ବରସଈ ରସ ରସ । ୨ ।

ତ୍ରିଅଦେବ ଘେନି ବଡଦାଣ୍ଡେ ଜାଈ
ଦେବଙ୍କ ସଙ୍ଗରେ ଯାତ୍ରା ରହସ ।
ତୀନିପୁର ଲୋକ ଦଉଡ଼ି ଧରନ୍ତେ
ସ୍ୱର୍ଗକୁ ଶୁଭଈ ଚକ ଘୋସ । ୩ ।

ଛତୀଆ ଗ୍ରାମରେ ରହି ହିନ ହାଡୀ
ସେହି ଦାଣ୍ଡକୁ କରିଛି ଆସ ।
ଶୁଗ୍ୟଯନ ପାଦେ ମୋର ଆସା ଥାଉ
ଚାହିଂଲେ ଯନ୍ମର କଳ୍ମୁଷ ନାସ । ୪ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ