ଭାଗୀରଥି ଦେବ

Want create site? Find Free WordPress Themes and plugins.

କବିଙ୍କୁ ପଣ୍ଡିତ ନୀଳମଣି ମିଶ୍ର ଅଷ୍ଟାଦଶ ଶତାବ୍ଦୀର ବ୍ୟକ୍ତି ଭାବେ ଚିହ୍ନିତ କରିଛନ୍ତି । ସେ ପୁଣି ସୂଚାଇଛନ୍ତି ଯେ କବି ଭାଗୀରଥି ଦେବ ଗଜପତି ରାମଚନ୍ଦ୍ର ଦେବ ୨ୟଙ୍କ ପୁତ୍ର ହୋଇପାରନ୍ତି । ପିତା ରାମଚନ୍ଦ୍ର ଦେବ ଯବନ କନ୍ୟାର ପାଣିଗ୍ରହଣ କରି ଜାତି ହରାଇଥିବାରୁ ରାଣୀ ରାଜକୁମାର ଉଆସ ଛାଡ଼ି ବିଭିନ୍ନ ସ୍ଥାନରେ ଆଶ୍ରା ନେଇଥିଲେ । ତାଙ୍କ ଦୁର୍ଦ୍ଦଶା ସମୟରେ ଜଗନ୍ନାଥଙ୍କ ଏହି ଜଣାଣ ରଚନା କରିଥିବା ସମ୍ଭବ ।

ଚଉତିଶା


Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ