ବନମାଳୀ ଦାସ

Want create site? Find Free WordPress Themes and plugins.

ଅଷ୍ଟାଦଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିଲେ । ଏହାଙ୍କ ନିଜ ବଂଶ ଓ ଜୀବନ ବିଷୟରେ ବେଶୀ ତଥ୍ୟ ନାହିଁ । ପୁରୀ ବାସିନ୍ଦା ଥିଲେ । ଏହାଙ୍କ ରଚିତ କବିତାଗୁଡ଼ିକ ମୁଖ୍ୟତଃ ରାଧାକୃଷ୍ଣପ୍ରେମ ଆଧାରିତ ବା ଜଣାଣ ଓ ଭଜନ । ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିର ଜୀବନ୍ତ ବର୍ଣ୍ଣନା ପରିଲକ୍ଷିତ ହୁଏ । ବିଶେଷତଃ ଏହାଙ୍କ ଦେଖ ଗୋ ରାଧାମାଧବ ଚାଲି ଗୀତଟି ଓଡ଼ିଶାର ଗାଆଁ ଗାଆଁରେ ପରିଚିତ ।

ଚଉପଦୀ

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ