ବଳଦେବ ରଥ

Want create site? Find Free WordPress Themes and plugins.

ମୋଗଲ ବାପା ଓ ବ୍ରାହ୍ମଣୀ ମାଙ୍କ ଠାରୁ ଜନ୍ମିତ କବି ସାଲବେଗଙ୍କ ରଚନାଗୁଡ଼ିକ ମୁଖ୍ୟତଃ ଭକ୍ତିରସାଶ୍ରିତ । ଏହାଙ୍କ ଶୈଳୀ ସରଳ ଓ ବୋଧଗମ୍ୟ । ଆଳଙ୍କାରିକ ଦକ୍ଷତା ଅପେକ୍ଷା ଭକ୍ତିରେ ଆକୁଳ ସ୍ୱରଟିଏ ଏହାଙ୍କ ଲେଖାରେ ଦର୍ଶନୀୟ । ସାଲବେଗଙ୍କ ରଚିତ ଅଧିକାଂଶ ଭଜନ, ଜଣାଣ, ବୋଲି ଓ ଚଉପଦୀ ଓଡ଼ିଆ ଭାଷାରେ । ଏହା ଛଡ଼ା ବଙ୍ଗଳା ମିଶା ଓଡ଼ିଆ ଓ ହିନ୍ଦୀରେ କେତୋଟି ଗୀତ ମିଳୁଅଛି ।

ଚଉପଦୀ


କୃଷ୍ଣଲୀଳା


ରାମାୟଣ


ଶୃଙ୍ଗାରରସାତ୍ମକ


ମନଃଶିକ୍ଷା


ଭଜନ ଓ ଜଣାଣ


Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ