ବାଜିବ ଭୂଷାପଦ

Want create site? Find Free WordPress Themes and plugins.


ବାଜିବ ଭୂଷାପଦ ରାଜୀବ ଯୁଗଳରେ
ଆଜ ବରଜରାଜ ବରନାରେ । ଘୋଷା ।

ନିକୁଞ୍ଜକୁ ସଜନୀ ଚାଲ ମୋ କଥା ମାନି
ମୁଁ ତୋର ସଙ୍ଗେ ଅଛି ଡରନାରେ । ୧ ।

ଛଣା ବିଧୂବଦନା ଜଣା ନ ଗଲା ସିନା
ଜଣାଇ ଦେବି ରାମା ଘେନନାରେ । ୨ ।

କହଇ ଜୟଦେବ ନିନ୍ଦା ସଫଳ ହେବ
ଆଉ ମୋ ନାମେ ବଂଶୀ ବଜାନାରେ । ୩ ।


ଏହି ଚଉପଦୀଟି ପୁରୀର ଯାଗା-ଆଖଡ଼ା ଓ ଶ୍ରୀମନ୍ଦିର ପରମ୍ପରାରେ ବିଶେଷ ପ୍ରଚଳିତ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ