ଅର୍ଜ୍ଜୁନ ଲାଖବିନ୍ଧା

Want create site? Find Free WordPress Themes and plugins.

ମହାଭାରତ ବିଷୟବସ୍ତୁ ଆଧାରିତ କାବ୍ୟ ।

ମହାରାଜା ନୃପତି ପାଞ୍ଚାଳ ଦଣ୍ଡଧର
ଦୃର୍ପତି ନିମନ୍ତେ ରାଜା କଲାକ ସୟେମ୍ବର ।
ଚାରିଊଣା ଲକ୍ଷେ ରାଜା ନିମନ୍ତ୍ରଂଣ କଲା
ବରଣ କରି ରାଜା ସମସ୍ତ ଜାଣିଲା ।
ଦେବଋଷି ବ୍ରହ୍ମଂଋଷି ସମସ୍ତେ ଅଇଲେ
ଯଦୁବଂଶୀ ଘେନି ରାମକୃଷ୍ଣ ବିଜେ କଲେ ।
ଅଇଲେ ପଞ୍ଚୁ ପାଣ୍ଡବେ ବିପ୍ରବେଶ ହୋଇଂ
କୁରାଳଶାଳେ କୁନ୍ତୀଦେବୀକିଂ ରୁହାଇଂ ।
ବସିଲେ ବ୍ରାହ୍ମଂଣେଂ ସେ ସଭା ମଧ୍ୟରେଣଂ
ଗଉରୋବ ହୋଇଣଂ ଯେ ପାଇଲେ ସନମାନଂ ।
ସକଳ ବ୍ରାହ୍ମଣଂମାନେଂ କରନ୍ତି ବିଚାର
ୟେମନ୍ତ ବ୍ରାହ୍ମଂଣଂ ମହୀ ଦେଖିଆ ଆମ୍ଭର ।
ଅବଧାନ ହୋଇଣଂ ଶୁଣିମା ପୁଣ୍ୟବାଣୀ
ଭଟ୍ଟ ନୀଳକଣ୍ଠ ୟେହା ଗୀତରେ ବଖାଣି ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ