ଅର୍ଜ୍ଜୁନ ଦାସ

Want create site? Find Free WordPress Themes and plugins.

କପିଳେନ୍ଦ୍ର ଦେବ ଅଥବା ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ କାଳୀନ କବି ଭାବେ ଗୃହୀତ । ଏହାଙ୍କ ପ୍ରଣୀତ ଦୁଇଗୋଟି କାବ୍ୟ ରାମବିଭା ଓ କଳ୍ପଲତା ଉଦ୍ଧୃତ ହୋଇଛି । ଏହା ଛଡ଼ା ମିଳନ ଚଉତିଶା ନାମକ ରଚନାରେ କବି କୃଷ୍ଣ ଓ ରାଧାଙ୍କ ପରିବର୍ତ୍ତେ କୃଷ୍ଣ ଓ ଚନ୍ଦ୍ରାବଳୀଙ୍କ ମିଳନ ବର୍ଣ୍ଣନା କରିଛନ୍ତି ।

(ସାଇଟରେ ଉପଲବ୍ଧ ନ ଥିବା ରଚନାଗୁଡ଼ିକ ବାଇଗଣି ରଙ୍ଗରେ ଦିଆଯାଇଛି)

କାବ୍ୟ


ଚଉତିଶା


Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ