ଅମ୍ବୁଜ ପାଦତଳକୁ ମୋର ବିନତି

Want create site? Find Free WordPress Themes and plugins.

ଅମ୍ବୁଜ ପାଦତଳକୁ ମୋର ବିନତି ।
ଆତଙ୍କେ ଡାକୁଛି ଫେଡ଼ ଦୁର୍ଗତି । ପଦ ।

ଅନ୍ୟ ଭରସା ମୋର ।
ନାହିଁ ହେ ବାନାମ୍ବର ।
ତୁମ୍ଭ କରୁଣା ହେଲେ ହେବି ନୃପତି ।

ଆହେ ଅନାଥନାଥ ।
ଜଗତ ଜନ ତାତ ।
ହ୍ନେଲେ ସାହାପକ୍ଷ ଆଉ କେ ଅଛି ।

ଆହେ ଶ୍ରୀହରି ।
ଦୀନ ଦୁଃଖ ନିବାରି ।
ନ ହେଲେ ସାହାପକ୍ଷ ଯାଉଛି ଭାସି ।

ତୁମ୍ଭ ସମାନ ଦାନୀ ।
ନାହାନ୍ତି ନା ଅବନୀ ।
ଅଧର୍ମଜନ ରଖ ହେ ଯଦୁପତି ।

ଅତ୍ୟନ୍ତ ତୁ ନିର୍ମଳ ।
ତୋ ପାଦେ ମୁଁ ନିର୍ମଳ ।
ନୀଳକଣ୍ଠ ଅଜ୍ଞାନ ଏତେ ମାଗୁଛି ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ