ଅଖଣ୍ଡିତ ପୁଣ୍ୟ ସେ ଯେ

Want create site? Find Free WordPress Themes and plugins.

ଅଖଣ୍ଡିତ ପୁଣ୍ୟ ସେ ଯେ
ପରଂବ୍ରହ୍ମ
ଛିଦ୍ର ହୋଇ ସର୍ବଭୂତେ
ପୁରିଛି ନାମ ।

ଯହିଂ ପ୍ରକାଶିତ ତହିଂ
ହୁଅଇ ଲୀନ
ଭାବଜଳୁ ଯେବେ ତୁ ଯେ
ତରିବୁ ଚିହ୍ନ ।

ଯେବେ ନାମ ଚିହ୍ନାଇମ
ଗୁରୁ ନାମ ଚିହ୍ନାଇବ
ନାମ ଚିହ୍ନାଇଲେ ସିନା
ଗୁରୁ ସେବିବ ।

ନାମ ଯେ ନାମ ନାମ
ଅଣଅକ୍ଷର
ନାମକୁ ନ ଜାଣି କିଂପା
ଗଣୁ ଅକ୍ଷର ।

ଫେଡ଼ି ମିଶାଇଲେ କରି
ଗୁଣ ନିର୍ଗୁଣ
ଭଉଂରି ବୋଲନ୍ତି ଯେ
ଚିହ୍ନିଲେ ନିର୍ଗୁଣ ।

Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ