ଅଗଣି ନାୟକ

Want create site? Find Free WordPress Themes and plugins.

ଊନବିଂଶ ଶତାବ୍ଦୀର କବି । ଏହାଙ୍କ ରଚିତ ‘ବାଳବୋଧ କୋଇଲି’ ୧୮୯୮ରେ ଭିକଟୋରିଆ ପ୍ରେସରୁ ପ୍ରକାଶ ପାଇଥିଲା । ରଚନାଟି ଅତ୍ୟନ୍ତ ଦୁର୍ଲ୍ଲଭ ହୋଇପଡ଼ିଥିବା ବେଳେ ଏହା ଡଃ ଜାନକୀବଲ୍ଲଭ ମହାନ୍ତିଙ୍କ ଦ୍ୱାରା ଓଡ଼ିଆ ଗୀତିକାବ୍ୟ ସଂକଳନରେ ପୁନଃ ପ୍ରକାଶିତ ହୋଇଥିଲା । କବିଙ୍କ ଜୀବନ ବିଷୟରେ କୌଣସି ତଥ୍ୟ ଜଣାନାହିଁ ।

(ସାଇଟରେ ଉପଲବ୍ଧ ନ ଥିବା ରଚନାଗୁଡ଼ିକ ବାଇଗଣି ରଙ୍ଗରେ ଦିଆଯାଇଛି)

କୋଇଲି


Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ