ଅଧର ପଟ୍ଟନାୟକ

Want create site? Find Free WordPress Themes and plugins.

କବିଙ୍କ ଜୀବନ ବିଷୟରେ ଆବଶ୍ୟକ ତଥ୍ୟ ସଂଗୃହୀତ ହୋଇ ପାରିନାହିଁ । ଏହାଙ୍କ ଜନ୍ମସ୍ଥାନ ନୟାଗଡ଼ ଅଞ୍ଚଳର କନ୍ଧ ଗମ୍ଭାର ଡିହି ଗ୍ରାମରେ ଥିବା ଶୁଣାଯାଏ । ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ସେ ନିଜ ‘ବୃନ୍ଦାବନ ବିହାର’ ରଚନା କରିଥିବା ଅନୁମିତ ।

(ସାଇଟରେ ଉପଲବ୍ଧ ନ ଥିବା ରଚନାଗୁଡ଼ିକ ବାଇଗଣି ରଙ୍ଗରେ ଦିଆଯାଇଛି)

କାବ୍ୟ


କ୍ଷୁଦ୍ରଗୀତ


Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ