ଅଭିମନ୍ୟୁ ସାମନ୍ତସିଂହାର

Want create site? Find Free WordPress Themes and plugins.

ଜନ୍ମସ୍ଥାନ ଯାଜପୁରର ବାଲିଆ । ଶୁଦ୍ଧାଭକ୍ତିମାର୍ଗର କବି । ତରୁଣ ବୟସରୁ ଅନେକ କବିତା ରଚନା କରିଥିଲେ । ଏହା ମଧ୍ୟରୁ ‘ଫୁଲ ବଉଳବେଣୀ’ ଗୀତଟି ପ୍ରଧାନ । ସର୍ବପ୍ରମୁଖ ରଚନା ବିଦଗ୍ଧ ଚିନ୍ତାମଣି’ ନାମକ କୃଷ୍ଣକାବ୍ୟ । ଏହାର ଛାନ୍ଦଗୁଡ଼ିକର ଭାଷା ଅତ୍ୟନ୍ତ ଭାବଗର୍ଭକ ଓ ଓଡ଼ିଶାର ପୁରପଲ୍ଲୀରେ ସୁପରିଚିତ ।

(ସାଇଟରେ ଉପଲବ୍ଧ ନ ଥିବା ରଚନାଗୁଡ଼ିକ ବାଇଗଣି ରଙ୍ଗରେ ଦିଆଯାଇଛି)

କାବ୍ୟ


କ୍ଷୁଦ୍ରଗୀତ


Did you find apk for android? You can find new Free Android Games and apps.

ମତାମତ ଦିଅନ୍ତୁ